Mobile Advisory

Sl No.Message
1 ଧାନ ତଳି ପକାଇବା ପୂର୍ବରୁ ବିହନ ବିଶୋଧନ ନିଶ୍ଚୟ କରନ୍ତୁ. ପ୍ରତି ୧ କିଲୋ ଧାନ ବିହନ ରେ ୨ ଗ୍ରାମ ଭିଟାଭାସ୍କା ପାୱାର କିମ୍ବା ୨ ଗ୍ରାମ କାରବେଣ୍ଡଜ଼ୀମ ଭଲ ଭାବରେ ମିଶାଇ ବିଶୋଧନ କରନ୍ତୁ
2 ମହିସା ରୋଗ ଦେଖାଯାଉଥିବା ଅଂଚଳରେ ଧାନର ତଳି ଅବସ୍ଥାରେ ପ୍ରତି ୧ ଲିଟର ପାଣିରେ ୧ ଗ୍ରାମ ଟ୍ରାଇସାଇକ୍ଳଯ଼ୋଲ (Tricyclazol ) କିମ୍ବା ୨ ମି. ଲି ହିନୂସାନ ମିଶାଇ ସ୍ପ୍ରେ କରିବା ଦରକାର
Hide Main content block

Copyright © Krishi Vigyan Kendra Jharasuguda

Visitor Counter